ହିର୍ଲି ଡଙ୍ଗ୍ରୀର ବିକାଶ ପାଇଁ ୫ କୋଟି ଟଙ୍କା ବ୍ୟୟ ବରାଦ
ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ହିର୍ଲି ଡଙ୍ଗ୍ରୀର ବିକାଶ ପାଇଁ ପ୍ରାୟ ୫ କୋଟି ଟଙ୍କା ବ୍ୟୟ ବରାଦ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି । ଶୀତଋତୁ ପୂର୍ବରୁ ଏହାର କାମ ସରିବ। ନବରଙ୍ଗପୁରରେ ଜନଜାତି ପର୍ଯ୍ୟଟନ ପାଇଁ
ହିର୍ଲି ଡଙ୍ଗ୍ରୀର ବିକାଶ     ପାଇଁ ୫ କୋଟି ଟଙ୍କା ବ୍ୟୟ ବରାଦ


ଭୁବନେଶ୍ୱର, 10 ଅଗଷ୍ଟ (ହି.ସ.)- ହିର୍ଲି

ଡଙ୍ଗ୍ରୀର ବିକାଶ ପାଇଁ ପ୍ରାୟ ୫ କୋଟି ଟଙ୍କା ବ୍ୟୟ ବରାଦ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।

ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି । ଶୀତଋତୁ ପୂର୍ବରୁ ଏହାର କାମ ସରିବ।

ନବରଙ୍ଗପୁରରେ ଜନଜାତି ପର୍ଯ୍ୟଟନ ପାଇଁ ମଧ୍ୟ ପ୍ରକଳ୍ପ ହାତକୁ ନିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande