ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଚଢାଉ, ୪ ଗିରଫ
ଜୟପୁର, ୧୧ ଅଗଷ୍ଟ (ହି.ସ.) - ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଓ ସେଟଲାଇଟ ୟୁନିଟ ମିଳିତ ଚଢାଉ କରି ୪ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଓସିସି କୋଲନିର ହେମନ୍ତ ଖରା, ମୁ୍‌?ଣ୍ଡିଗୁଡାର ସୀତା ମଣି ବିଷୋୟୀ , ଜୟପୁର ବେଲ ରୋଡର ସାହୁ କାର ଭାନୁମତି ,
ଦେଶି ଓ ବିଦେଶି ମଦ ଚାଲାଣ ବେଳେ ଚଢାଉ, ୪ ଗିରଫ


ଜୟପୁର, ୧୧ ଅଗଷ୍ଟ (ହି.ସ.) - ଦେଶି ମଦ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଓ ସେଟଲାଇଟ ୟୁନିଟ ମିଳିତ ଚଢାଉ କରି ୪ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଓସିସି କୋଲନିର ହେମନ୍ତ ଖରା, ମୁ୍‌?ଣ୍ଡିଗୁଡାର ସୀତା ମଣି ବିଷୋୟୀ , ଜୟପୁର ବେଲ ରୋଡର ସାହୁ କାର ଭାନୁମତି , ମୁଣ୍ଡିଗୁଡା ପିଲିବି କୋଲନି ନାରାୟଣ ବାହାଦୁର । ୪ ଅଭିଯୁକ୍ତ କୁ ଗିରଫ କରି ୫୫ ଲିଟର ଦେଶି ମଦ, ଭାଟି ମଦ ୮.୪ ଲିଟର ଓ ବିଦେଶି ମଦ ୯ ଲିଟର ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶରି ହରିନ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande