ରୋଟାରି କ୍ଲବ ଅଫ ଏଲିଟ ବଲାଙ୍ଗୀର ଦ୍ୱାରା ଗ୍ରୀନ ଡ୍ରିମ- ମା'ଙ୍କ ନାଁରେ ଗୋଟେ ଗଛ କାର୍ଯ୍ୟକ୍ରମ
ବଲାଙ୍ଗୀର, ୧୧ ଅଗଷ୍ଟ (ହି.ସ.)- ୧୦ ଅଗଷ୍ଟ ଦିନ ସ୍ଥାନୀୟ ସିଙ୍ଗାଣିମୁଣ୍ଡା ଗ୍ରାମଠାରେ ରୋଟାରି ଏଲିଟ ତରଫରୁ ଗ୍ରୀନ ଡ୍ରିମ- ମା''ଙ୍କ ନାଁରେ ଗୋଟିଏ ଗଛ ସ୍ଲୋଗାନ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବଲାଙ୍ଗୀର ଶ
*ରୋଟାରି କ୍ଲବ ଅଫ ଏଲିଟ ବଲାଙ୍ଗୀର ଦ୍ୱାରା ଗ୍ରୀନ ଡ୍ରିମ: ମା'ଙ୍କ ନାଁରେ ଗୋଟେ ଗଛ*


*ରୋଟାରି କ୍ଲବ ଅଫ ଏଲିଟ ବଲାଙ୍ଗୀର ଦ୍ୱାରା ଗ୍ରୀନ ଡ୍ରିମ: ମା'ଙ୍କ ନାଁରେ ଗୋଟେ ଗଛ*


ବଲାଙ୍ଗୀର, ୧୧ ଅଗଷ୍ଟ (ହି.ସ.)- ୧୦ ଅଗଷ୍ଟ ଦିନ ସ୍ଥାନୀୟ ସିଙ୍ଗାଣିମୁଣ୍ଡା ଗ୍ରାମଠାରେ ରୋଟାରି ଏଲିଟ ତରଫରୁ ଗ୍ରୀନ ଡ୍ରିମ- ମା'ଙ୍କ ନାଁରେ ଗୋଟିଏ ଗଛ ସ୍ଲୋଗାନ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବଲାଙ୍ଗୀର ଶାଖାର ରେଜିଓନାଲ ଅଫିସର ଶ୍ରୀମତୀ ବବିତା ସିଂ ଯୋଗଦେଇ ରୋଟାରି ଏଲିଟର ସଭ୍ୟମାନଙ୍କୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ପ୍ରୋତ୍ସାହିତ କରିଥିଲେ | ଏହିଦିନ ପ୍ରାୟ ୧୫୦ଟି ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ଏଲିଟ ସଭାପତି ଦର୍ଶନ ଭମର, ସମ୍ପାଦକ ମୁକେଶ ପଟେଲ ଓ ଏଲିଟର ସମସ୍ତ ସଭ୍ୟ ସଭ୍ୟା ଗ୍ରୀନ ଡ୍ରିମ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ | ଆସନ୍ତା ଅଗଷ୍ଟ ୧୫ ଦିନ ବିଭିନ୍ନ କିସମର ଚାରା ରୋଟାରି ଏଲିଟ ତରଫରୁ ବଣ୍ଟନ କରାହେବ ବୋଲି ସଭାପତି ଦର୍ଶନ ଭମର କହିଥିଲେ |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande