ସ୍ୱାଧିନତା ଦିବସ ଉପଲକ୍ଷେ ପ୍ୟାରେଡ ଅଭ୍ୟାସ
ଜୟପୁର, ୧୧ ଅଗଷ୍ଟ (ହି.ସ.)- ଜୟପୁର ଉପଖଣ୍ଡ ସ୍ତରିୟ ୭୯ ତମ ସ୍ୱାଧିନତା ଦିବସ ପାଳନ ନେଇ ପ୍ୟାରେଡ ଅଭ୍ୟାସ କରାଯାଇଛି । ସୋମବାର ଜୟପୁର ଦଶହରା ପଡିଆରେ ଅଭ୍ୟାସ କରାଯାଇଛି । ଆଜି ୯ ଟାରୁ ଦିନ ୧୧ଟା ଯାଏ ଅଭ୍ୟାସ କରାଯାଇଥିଲା । ଜୟପୁର ଦଶହରା ପଡିଆରେ ସ୍ୱାଧିନତା ଦିବସ ପାଳନ ହେବ ।
ସ୍ୱାଧିନତା ଦିବସ ଉପଲକ୍ଷେ ପ୍ୟାରେଡ ଅଭ୍ୟାସ


ଜୟପୁର, ୧୧ ଅଗଷ୍ଟ (ହି.ସ.)- ଜୟପୁର ଉପଖଣ୍ଡ ସ୍ତରିୟ ୭୯ ତମ ସ୍ୱାଧିନତା ଦିବସ ପାଳନ ନେଇ ପ୍ୟାରେଡ ଅଭ୍ୟାସ କରାଯାଇଛି । ସୋମବାର ଜୟପୁର ଦଶହରା ପଡିଆରେ ଅଭ୍ୟାସ କରାଯାଇଛି । ଆଜି ୯ ଟାରୁ ଦିନ ୧୧ଟା ଯାଏ ଅଭ୍ୟାସ କରାଯାଇଥିଲା । ଜୟପୁର ଦଶହରା ପଡିଆରେ ସ୍ୱାଧିନତା ଦିବସ ପାଳନ ହେବ । ଏହି ପ୍ୟାରେଡ ଅଭ୍ୟାସରେ ଜୟପୁର ସହରରେ ଥିବା ସ୍ଲୁଲ କଲେଜ, ବିଶ୍ୱ ବିଦ୍ୟାଳୟର ର ଏନସସି, ସ୍କାଉଟ, ଗାଇଡ, ରେଡକ୍ରସ, ସାଧାପୋଷାକଧାରୀ, ଘୋଷବାଦ୍ୟ ଭଳି ୩୯ଟି ଗ୍ରୁପ ଅଭ୍ୟାସ କରିଥିଲେ । ୩ ଦିନ ଧରି ଅଭ୍ୟାସ କରାଯିବା । ଉପଖଣ୍ଡ ପ୍ରଶାସନ ତରଫରୁ ସବୁ ବ୍ୟବସ୍ଥା କରାଯାଇଥିବା ବିଷୟ ଜୟପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରି ଯୋଶଦା ଗାଦବା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande