ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଅମର ଶହୀଦ ଖୁଦିରାମ ବୋଷଙ୍କ ବଳିଦାନ ଦିବସରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସେ ସୋସିଆଲ୍ ମିଡିଆରେ ଲେଖିଛନ୍ତି “ ଭାରତ ମାତାର ସ୍ୱାଧୀନତା ପାଇଁ ମାତ୍ର 19 ବର୍ଷର ଅଳ୍ପାୟୁରେ ଫାଶୀର ଖୁଂଟରେ ଝୁଲିଥିବା ଅମର ବଳିଦାନୀ ଖୁଦୀରାମ ବୋଷଙ୍କ ବଳିଦାନ ଦିବସରେ ତାଙ୍କୁ କୋଟି କୋଟି ନମନ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ