ହୋଟେଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ
ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ତମାଣ୍ଡୋର ଏକ ହୋଟେଲରୁ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଛି। ପ୍ରିନ୍ସେସ ନାମକ ଏକ ହୋଟେଲରୁ ମୃତଦେହ ଉଦ୍ଧାର ହୋଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକଙ୍କ ନାଁ ବିମଳ ପ୍ରସାଦ ପାଣ୍ଡିଆ। ବୟସ ପାଖାପାଖି ୫୮ ବର୍ଷ। ଆଜି ସକାଳୁ ୨୦୩ ନମ୍ବର ରୁମ ବୁକ କରି ର
ହୋଟେଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ


ଭୁବନେଶ୍ୱର,୧୧ ଅଗଷ୍ଟ (ହି.ସ.) - ତମାଣ୍ଡୋର ଏକ ହୋଟେଲରୁ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଛି। ପ୍ରିନ୍ସେସ ନାମକ ଏକ ହୋଟେଲରୁ ମୃତଦେହ ଉଦ୍ଧାର ହୋଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକଙ୍କ ନାଁ ବିମଳ ପ୍ରସାଦ ପାଣ୍ଡିଆ। ବୟସ ପାଖାପାଖି ୫୮ ବର୍ଷ। ଆଜି ସକାଳୁ ୨୦୩ ନମ୍ବର ରୁମ ବୁକ କରି ରହିଥିଲେ। ସେହି ରୁମରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଆର୍ôଥକ ଦୁଶ୍ଚିନ୍ତାରେ ରହି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande