ସେଟଲମେଣ୍ଟ କେସ ଗୁଡିକର ତୁରନ୍ତ ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ସେଟଲମେଣ୍ଟ କେସ ଗୁଡିକର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି । ସେ କ୍ଟୋବର ସୁଦ୍ଧା ବିଚାରଧୀନ ସମସ୍ତ ବନ୍ଦୋବସ୍ତ ସମସ୍ୟାର ସମାଧାନ ପାଇଁ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ବ ମନ୍ତ୍ରୀ ଯୁଦ୍ଧକାଳୀନ ଭିତ
ସେଟଲମେଣ୍ଟ କେସ ଗୁଡିକର ତୁରନ୍ତ ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ସେଟଲମେଣ୍ଟ କେସ ଗୁଡିକର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି । ସେ କ୍ଟୋବର ସୁଦ୍ଧା ବିଚାରଧୀନ ସମସ୍ତ ବନ୍ଦୋବସ୍ତ ସମସ୍ୟାର ସମାଧାନ ପାଇଁ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜସ୍ବ ମନ୍ତ୍ରୀ ଯୁଦ୍ଧକାଳୀନ ଭିତରେ ସବୁ ମାମଲାକୁ ଶୁଣାଣି କରି ସମାଧାନ କରିବାକୁ କହିଛନ୍ତି । ବର୍ଷ ବର୍ଷ ଧରି ବିଚରାଧୀନ ରହିଛି ଅନେକ ବନ୍ଦୋବସ୍ତ ସମ୍ପର୍କିତ ଅଭିଯୋଗ । ବାପା କରିଥିବା ମାମଲାକୁ ପୁଅ ଲଢ଼ୁଥିବା ଦେଖିବାକୁ ମିଳୁଛି । ସେଥିପାଇଁ ଅକ୍ଟୋବର ଭିତରେ ସବୁ ସମସ୍ୟା ଶୁଣି ସମାଧାନ କରିବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି । ଏହା ସହ ରାଜସ୍ବ କୋର୍ଟ କେମିତି ବୃଦ୍ଧି ହେବ ସେ ପ୍ରତି ବି ରାଜସ୍ୱ ବିଭାଗ ଗୁରୁତ୍ୱ ଦେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande