ଜୁନ୍ ୧ ତାରିଖ ଠାରୁ ଅଗଷ୍ଟ ୧୨ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୬୫୫.୯ ମି.ମି. ବର୍ଷା ରେକର୍ଡ଼ :  ୩ ଜିଲ୍ଲାରେ ଅତ୍ୟଧିକ, ୧୬ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଓ ୧୧ ଜିଲ୍ଲାରେ ନିଅଂଟିଆ ବର୍ଷା
ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ଅଗଷ୍ଟ ୧୨ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୬୫୫.୯ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୬ ପ୍ରତିଶତ କମ୍ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୬୯୮.୪ ମି.ମି ରହିଥାଏ । ଏହି ଅବଧି
ଜୁନ୍ ୧ ତାରିଖ ଠାରୁ ଅଗଷ୍ଟ ୧୨ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୬୫୫.୯ ମି.ମି. ବର୍ଷା ରେକର୍ଡ଼ :  ୩ ଜିଲ୍ଲାରେ ଅତ୍ୟଧିକ, ୧୬ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଓ ୧୧ ଜିଲ୍ଲାରେ ନିଅଂଟିଆ ବର୍ଷା


ଭୁବନେଶ୍ୱର, ୧୨ ଅଗଷ୍ଟ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ଅଗଷ୍ଟ ୧୨ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୬୫୫.୯ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୬ ପ୍ରତିଶତ କମ୍ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୬୯୮.୪ ମି.ମି ରହିଥାଏ ।

ଏହି ଅବଧି ମଧ୍ୟରେ ୩ ଜିଲ୍ଲାରେ ଅତ୍ୟଧିକ, ୧୬ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୧୧ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande