ଆମେରିକାର ଟାରିଫ ଓଡିଶାର ଚିଙ୍ଗୁଡି ବ୍ୟବସାୟ ଉପରେ ପକାଇବ ନାହିଁ କୌଣସି ପ୍ରଭାବ
ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ଆମେରିକାର ଟାରିଫ ଓଡିଶାର ଚିଙ୍ଗୁଡି ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ସାମ୍ବାଦିକ ମାନଙ୍କର ଏ ସମ୍ପର୍କିତ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ଆମେରିକାର 50 ପ
ଆମେରିକାର ଟାରିଫ ଓଡିଶାର ଚିଙ୍ଗୁଡି ବ୍ୟବସାୟ ଉପରେ ପକାଇବ ନାହିଁ କୌଣସି ପ୍ରଭାବ


ଭୁବନେଶ୍ୱର, 11 ଅଗଷ୍ଟ (ହି.ସ.) ଆମେରିକାର ଟାରିଫ ଓଡିଶାର ଚିଙ୍ଗୁଡି ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ।

ସାମ୍ବାଦିକ ମାନଙ୍କର ଏ ସମ୍ପର୍କିତ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ଆମେରିକାର 50 ପ୍ରତିଶତ ଟାରିଫ ଓଡିଶାର ଓଡିଶାର ଚିଙ୍ଗୁଡ଼ି ବ୍ୟବସାୟ ଉପରେ କୌଣସି ପ୍ରଭାବ ପକାଇବା ନାହିଁ। ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଚିଙ୍ଗୁଡ଼ିର ଭିନ୍ନ ସ୍ୱାଦ। ଆମେ ସମୁଦ୍ର ମାଛ ରପ୍ତାନିରେ ବହୁତ ଆଗରେ ଅଛେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande