ଆଜି ସନ୍ଧ୍ୟାରେ ବିଜେପି ଖଣ୍ଡଗିରି ମଣ୍ଡଳ ତରଫରୁ ହର୍ ଘର୍ ତିରଙ୍ଗା ଶୋଭାଯାତ୍ରା
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଆଜି ଅପରାହ୍ନ ୫:୦୦ଘଟିକାରେ ବିଜେପି ଖଣ୍ଡଗିରି ମଣ୍ଡଳ ତରଫରୁ ହର ଘର ତିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ ଏବଂ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ନିରଂଜନ ମିଶ୍ର ଯୋଗଦେବେ। -----
ଆଜି ସନ୍ଧ୍ୟାରେ ବିଜେପି     ଖଣ୍ଡଗିରି ମଣ୍ଡଳ ତରଫରୁ ହର୍ ଘର୍ ତିରଙ୍ଗା ଶୋଭାଯାତ୍ରା


ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଆଜି ଅପରାହ୍ନ

୫:୦୦ଘଟିକାରେ ବିଜେପି ଖଣ୍ଡଗିରି ମଣ୍ଡଳ ତରଫରୁ ହର ଘର ତିରଙ୍ଗା ଶୋଭାଯାତ୍ରାର ଆୟୋଜନ

କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ ଏବଂ ଭୁବନେଶ୍ବର ସାଂଗଠନିକ ଜିଲ୍ଲା

ସଭାପତି ନିରଂଜନ ମିଶ୍ର ଯୋଗଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande