'ବିଶ୍ୱ ଅଙ୍ଗଦାନ ଦିବସ' ଅବସରରେ କୋରାପୁଟ ଜିଲ୍ଲାର ଅଙ୍ଗଦାତା ସ୍ୱର୍ଗୀୟ ଆଶିଷ ଛୁଆଲସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ପରିବାର ସଦସ୍ୟଙ୍କୁ ' ସୁରଜ ସମ୍ମାନ'ରେ ସମ୍ମାନିତ
ଜୟପୁର, ୧୩ ଅଗଷ୍ଟ (ହି.ସ.) - ବିଶ୍ୱ ଅଙ୍ଗଦାନ ଦିବସ'' ଅବସରରେ କୋରାପୁଟ ଜିଲ୍ଲାର ଅଙ୍ଗଦାତା ସ୍ୱର୍ଗୀୟ ଆଶିଷ ଛୁଆଲସିଂହ ଅଙ୍ଗଦାନ କରି ଅନ୍ୟମାନଙ୍କର ଜୀବନ ବଂଚାଇଥିବା ହେତୁ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ତାଙ୍କର ପରିବାର ସଦସ୍ୟଙ୍କୁ '' ସୁରଜ ସମ୍ମାନ''ରେ ସମ୍
'ବିଶ୍ୱ ଅଙ୍ଗଦାନ ଦିବସ' ଅବସରରେ କୋରାପୁଟ ଜିଲ୍ଲାର ଅଙ୍ଗଦାତା ସ୍ୱର୍ଗୀୟ ଆଶିଷ ଛୁଆଲସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ  ପରିବାର ସଦସ୍ୟଙ୍କୁ ' ସୁରଜ ସମ୍ମାନ'ରେ ସମ୍ମାନିତ


ଜୟପୁର, ୧୩ ଅଗଷ୍ଟ (ହି.ସ.) - ବିଶ୍ୱ ଅଙ୍ଗଦାନ ଦିବସ' ଅବସରରେ କୋରାପୁଟ ଜିଲ୍ଲାର ଅଙ୍ଗଦାତା ସ୍ୱର୍ଗୀୟ ଆଶିଷ ଛୁଆଲସିଂହ ଅଙ୍ଗଦାନ କରି ଅନ୍ୟମାନଙ୍କର ଜୀବନ ବଂଚାଇଥିବା ହେତୁ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ତାଙ୍କର ପରିବାର ସଦସ୍ୟଙ୍କୁ ' ସୁରଜ ସମ୍ମାନ'ରେ ସମ୍ମାନିତ କରାଯାଇଛି । ଏହି ସଭ।ରେ ଏଡିଏମ୍ ତପନ କୁମାର ନାଏକ, ସିଡିଏମଓ ଶ୍ରୀ ରବୀନଦ୍ରନାଥ ମିଶ୍ର ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ତାଙ୍କ ଭଉଣୀ ସସ୍ମିତା ଛୁଆଲସିଂହଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande