ପୂରଣ ହେବ ଖାଲି ପଡିଥିବା ମୂଳ ଟ୍ୟୁଟର ପଦବୀ
ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍ ରୁଲ୍ ୨୦୨୫କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାଫଳରେ ଖାଲି ପଡିଥିବା ମୂଳ ଟ୍ୟୁଟର ପଦବୀ ପୂରଣ କରାଯାଇପାରିବ ଏବଂ ଯୋଗ୍ୟ ଅଧ୍ୟାପକମାନଙ୍କୁ ପଦୋନ୍ନତି ଦିଆଯାଇପାରିବ। ---------------
ପୂରଣ ହେବ ଖାଲି ପଡିଥିବା ମୂଳ ଟ୍ୟୁଟର ପଦବୀ


ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ଓଡ଼ିଶା ନର୍ସିଂ ଏଜୁକେସନ ସର୍ଭିସ୍ ରୁଲ୍ ୨୦୨୫କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାଫଳରେ ଖାଲି ପଡିଥିବା ମୂଳ ଟ୍ୟୁଟର ପଦବୀ ପୂରଣ କରାଯାଇପାରିବ ଏବଂ ଯୋଗ୍ୟ ଅଧ୍ୟାପକମାନଙ୍କୁ ପଦୋନ୍ନତି ଦିଆଯାଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande