୧୧୦ଟି ସହରାଂଚଳରେ ଲାଗିବ ଏଲଇଡି ଷ୍ଟ୍ରିଟ୍ ଲାଇଟ
ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ରାଜ୍ୟର ୧୧୦ଟି ସହରାଂଚଳରେ ଏଲଇଡି ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟ ସ୍ଥାପନକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଷ୍ଟ୍ରିଟ୍ ଲାଇଟ୍ ପାଇଁ ୩୫୦.୦୪ କୋଟି ବ୍ୟୟ ହେବ। ---------------
୧୧୦ଟି ସହରାଂଚଳରେ ଲାଗିବ ଏଲଇଡି ଷ୍ଟ୍ରିଟ୍ ଲାଇଟ


ଭୁବନେଶ୍ୱର,୧୩ ଅଗଷ୍ଟ (ହି.ସ)- ରାଜ୍ୟର ୧୧୦ଟି ସହରାଂଚଳରେ ଏଲଇଡି ସାର୍ବଜନୀନ ଷ୍ଟ୍ରିଟ୍ ଲାଇଟ ସ୍ଥାପନକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଷ୍ଟ୍ରିଟ୍ ଲାଇଟ୍ ପାଇଁ ୩୫୦.୦୪ କୋଟି ବ୍ୟୟ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande