କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅବକାରୀ ବିଭାଗର ସଫଳତା
ଭବାନୀପାଟଣା ୧୩ ଅଗଷ୍ଟ (ହି.ସ ) - କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ସହ ଏ. ପି. ଆର ଫୋର୍ସ ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସହାୟତା ରେ ବିପୁଳ ପରିମାଣରେ ମଦ, ମଦ ସାମଗ୍ରୀ ଜବତ ସହ ୪ଜଣଙ୍କୁ ଅଟକ ରଖିଛନ୍ତି । ଏହି ଟିମ ସହାୟତାରେ ଜୁନାଗଡ଼ ପୋଲିସ ଅବକାରୀ ବିଭାଗରୁ ରଣପୁର ଓ ଏକନୋଗୁଡା ରକୁ ରେଡ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅବକାରୀ ବିଭାଗ ର ସଫଳତା


ଭବାନୀପାଟଣା ୧୩ ଅଗଷ୍ଟ (ହି.ସ ) - କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ସହ ଏ. ପି. ଆର ଫୋର୍ସ ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସହାୟତା ରେ ବିପୁଳ ପରିମାଣରେ ମଦ, ମଦ ସାମଗ୍ରୀ ଜବତ ସହ ୪ଜଣଙ୍କୁ ଅଟକ ରଖିଛନ୍ତି । ଏହି ଟିମ ସହାୟତାରେ ଜୁନାଗଡ଼ ପୋଲିସ ଅବକାରୀ ବିଭାଗରୁ ରଣପୁର ଓ ଏକନୋଗୁଡା ରକୁ ରେଡ କରିଥିଲେ । ତାଙ୍କ ଠାରୁ ୧୦୯୦ଲିଟର ଏଇ ଡି, ୩୫୦୦କେଜି ୱାସ ୪ଗୋଟି ଡ଼େକଚି ୪୫ଟି ପ୍ଲାଷ୍ଟିକ ଜାର ଜବତ କରିଛନ୍ତି ଏବଂ ଅଧିକ ତଦନ୍ତ ଚାଲିଛି ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande