ନିଶା ମୁକ୍ତ ଭାରତ ଅଭିଯାନ ନେଇ ଶପଥ ପାଠ
ଜୟପୁର, 13 ଅଗଷ୍ଟ (ହି.ସ.) ନିଶା ମୁକ୍ତ ଭାରତ ଅଭିଯାନ ନେଇ ଶପଥ ପାଠ କାଯ୍ୟକ୍ରମ ଆଜି ଜୟପୁରରେ ଅନୁଷ୍ଟିତ ହୋଇଛି । ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟରେ ଶପଥ ପାଠ କାଯ୍ୟକ୍ରମ ଅନଷ୍ଟିତ ହୋଇଛି । ଏଠାରେ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଙ୍କ ସହ ସମସ୍ତ କର୍ମଚାରି ଉପସ୍ଥିତ ରହି ନିଶା
ନିଶା ମୁକ୍ତ ଭାରତ  ଅଭିଯାନ ନେଇ ଶପଥ ପାଠ


ଜୟପୁର, 13 ଅଗଷ୍ଟ (ହି.ସ.)

ନିଶା ମୁକ୍ତ ଭାରତ ଅଭିଯାନ ନେଇ ଶପଥ ପାଠ କାଯ୍ୟକ୍ରମ ଆଜି ଜୟପୁରରେ ଅନୁଷ୍ଟିତ ହୋଇଛି । ଜୟପୁର ଉପ ଜିଲାପାଳ ଙ୍କ କାଯ୍ୟାଳୟରେ ଶପଥ ପାଠ କାଯ୍ୟକ୍ରମ ଅନଷ୍ଟିତ ହୋଇଛି । ଏଠାରେ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଙ୍କ ସହ ସମସ୍ତ କର୍ମଚାରି ଉପସ୍ଥିତ ରହି ନିଶା ମୁକ୍ତ ଭାରତ ଅଭିଯାନ ନେଇ ଶପଥ ପାଠ କରିଥିଲେ । ସେହିପରି ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ଶପଥ ପାଠ କାଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏଠାରେ କୁଳ ସିଚବ ମହେଶ୍ୱର ଚନ୍ଦ୍ର ନାୟକ ଉପସ୍ଥିତ ରହି ଶପଥ ପାଠ କରାଯାଇଇଥିଲେ । ଏଠାରେ ଏନଏସଏସର ଲୋକସ ପ୍ରଧାନ, ସୁକାନ୍ତି ସୋୟ, ଜୟପୁର ବ୍ଲକ କାଯ୍ୟାଳୟର ପୁନମ ସାହୁ ସସ୍ମିତା ପରିଡା ଙ୍କ ସହ ବିଶ୍ୱ ବିଦ୍ୟାଳୟର ୭ ଶହ ଛାତ୍ର ଛାତ୍ରୀ ନିଶା ମୁକ୍ତ ଭାରତ ଅଭିଯାନ ନେଇ ଶପଥ ପାଠ କରାଇଥିଲେ । ସେହପିର ଜୟପୁର ପୌର ପାଳକାରେ ଶପଥ ପାଠ କାଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏଠାରେ ଅତିରିକ୍ତ ପୌର କାଯ୍ୟନିବାହୀ ଅଧିକାରି ପୁଜା ରାଉତ ଶପଥ ପାଠ କରାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande