ବଲାଙ୍ଗୀର ପୋଲିସ ଜବତ କଲା ୫୦୦ ବୋତଲ କଫ ସିରପ
ବଲାଙ୍ଗୀର, ୧୩ ଅଗଷ୍ଟ(ହି.ସ.) – ଗତକାଲି ବଲାଙ୍ଗୀର ଟାଉନ ପୋଲିସ ହାତରେ ବେଆଇନ କାରବାର କରୁଥିବା ଜଣେ ଅଭିଯୁକ୍ତ ଠାରୁ ୫୦୦ ବୋତଲ ୫୦ ଲିଟର କଫ ସିରପ ଜବତ କରିବା ସହିତ ହାଟ ପଦାପଡ଼ାର ରାଜକୁମାର ଓରଫ ରାଜା ଜେନାକୁ ଗିରଫ କରିଛି। ପୋଲିସ ତା’ର ବିରୁଦ୍ଧରେ ଏନ୍‌ଦିପିଏସ୍ ଧାରାରେ କେସ ରୁଜୁକରି ତାକୁ ଆଜି
ବଲାଙ୍ଗିର ପୋଲିସ ଜବତ କଲା ୫୦୦ ବୋତଲ କଫ ସିରପ


ବଲାଙ୍ଗୀର, ୧୩ ଅଗଷ୍ଟ(ହି.ସ.) – ଗତକାଲି ବଲାଙ୍ଗୀର ଟାଉନ ପୋଲିସ ହାତରେ ବେଆଇନ କାରବାର କରୁଥିବା ଜଣେ ଅଭିଯୁକ୍ତ ଠାରୁ ୫୦୦ ବୋତଲ ୫୦ ଲିଟର କଫ ସିରପ ଜବତ କରିବା ସହିତ ହାଟ ପଦାପଡ଼ାର ରାଜକୁମାର ଓରଫ ରାଜା ଜେନାକୁ ଗିରଫ କରିଛି। ପୋଲିସ ତା’ର ବିରୁଦ୍ଧରେ ଏନ୍‌ଦିପିଏସ୍ ଧାରାରେ କେସ ରୁଜୁକରି ତାକୁ ଆଜି କୋର୍ଟକୁ ଚାଲାଣ କରିଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande