କେନ୍ଦ୍ରାପଡ଼ା, ୧୩ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ତହସିଲ ଅଧିନ ଭରତପୁର ଗାଁରେ ଥିବା ଏକ ସରକାରୀ ଯାଗାରେ ମନ୍ଦିର ନିର୍ମାଣ ପାଇଁ କାରଯାଉ ଥିବାରୁ ଏହାକୁ ବନ୍ଦ କରିବା ପାଇଁ ଜିଲ୍ଲପାଳଙ୍କ ଠାରେ ଦାବି କରାଯାଇଛି । ଦାବି ମୁତାବକ ପାରା ଛକଠାରେ ଥିବା ନାରାୟଣ ଚନ୍ଦ୍ର ମଲ୍ଲଙ୍କ ଘରବାରି ଆଗରେ ଥିବା ଏକ ସରକାରୀ ଯାଗାରେ କେତେକ ଯୁବକ ମନ୍ଦିର ନିର୍ମାଣ କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ଶ୍ରୀ ମଲ୍ଲ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ଅତିରିକ୍ତ ଜିଲ୍ଲପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି