ଗଂଜାମ, 13 ଅଗଷ୍ଟ (ହି.ସ.) ପିତଳ ପଂଚାୟତ ସ୍ତରୀୟ ଆଇସିଡିଏସ ପକ୍ଷରୁ ଘରଘରେ ତ୍ରିରଂଗାଓ ଘରଘରେ ସ୍ୱଛତା କାର୍ଯ୍ୟ କ୍ରମ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହାର ନେତୃତ୍ବ ନେଇଥିଲେ ସର୍ବଅଂଗନବାଡି କର୍ମୀ ସୁଶ୍ରୀ ପୁଷ୍ପାଜଳିପଣ୍ଡା, ରଂଜିତାରଥ, ନମିତାବେହରା, ମନିଷାନାୟକ, ଗୀତାଂଜଳି ନାୟକ, ଏସୁଜାତାପାତ୍ର, ବବିତାପାତ୍ର, ସଂଧ୍ୟା ରାଣୀ ଦାଶ,ତୃଷ୍ଣାକୁମାରୀ ମିଶ୍ର, କାଦମ୍ବରୀ ନାୟକ।ଏଥିରେ ଏସହେଚଜି ସଭ୍ଯା, କିଶୋରୀବାଳିକା,ଅଂଗନବାଡିକଂଅଭିଭାବକ,ମା, ଏନଜିଓ ଓ ସ୍ଥାନୀୟ ବହୁ ଭଦ୍ରବ୍ଯକ୍ତି ଭଦ୍ର ମହିଳା ଏଥିରେ ଅଂଶଗ୍ରହଣ କରି ଥିଲେ ।
ହିନ୍ଦୁ ସ୍ଥାନ ସମାଚାର/ ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ