ବିଷାକ୍ତ ସର୍ପ ଦଂଶନ, ପ୍ରତିକାର ଓ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ
ଗଂଜାମ, 14 ଅଗଷ୍ଟ (ହି.ସ.) ଵର୍ଷାଦିନେ ଜନବସତିରେ ପ୍ରବଳ ବିଷାକ୍ତ ସର୍ପଚଳପ୍ରଚଳ କରିଵାସହ ଅନେକ ସମୟରେ ଅସାବଧାନତା ଯୋଗୁଁ ଏହି ବିଷାକ୍ତ ସର୍ପ ମାନେ ମନୁଷ୍ୟ ମାନଂକୁ ଦଂଶନ କିମ୍ବା କାମୁଡ଼ି ଦିଅନ୍ତି । ଫଳରେ ବହୁ ମୂଲ୍ୟବାନ ଜୀବନ ଅକାଳରେଚାଲିଯାଏ‌ । ଏଣୁ ବର୍ଷାଦିନେ ଘରଵାହାରେ‌ ଫିନାଇଲ ଶିଞ୍ଚନକଲ
ବିଷାକ୍ତ ସର୍ପ ଦଂଶନ ସଚେତନତା


ଗଂଜାମ, 14 ଅଗଷ୍ଟ (ହି.ସ.)

ଵର୍ଷାଦିନେ ଜନବସତିରେ ପ୍ରବଳ ବିଷାକ୍ତ ସର୍ପଚଳପ୍ରଚଳ କରିଵାସହ ଅନେକ ସମୟରେ ଅସାବଧାନତା ଯୋଗୁଁ ଏହି ବିଷାକ୍ତ ସର୍ପ ମାନେ ମନୁଷ୍ୟ ମାନଂକୁ ଦଂଶନ କିମ୍ବା କାମୁଡ଼ି ଦିଅନ୍ତି । ଫଳରେ ବହୁ ମୂଲ୍ୟବାନ ଜୀବନ ଅକାଳରେଚାଲିଯାଏ‌ । ଏଣୁ ବର୍ଷାଦିନେ ଘରଵାହାରେ‌ ଫିନାଇଲ ଶିଞ୍ଚନକଲେ ସର୍ପମାନେ ଘରଓଘରବାହା୍ରେ ଦେଖା ଯାଆନ୍ତି ନାହଁ ବୋଲି ପିତଳ ପଂଚାୟତ ଅଙ୍ଗନବାଡି କର୍ମୀ ଙ୍କଦ୍ୱରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା। ସାପ କାମୁଡାଥିଵାଵ୍ଯକ୍ତି ପ୍ରାଥମିକ ଚିକିତ୍ସା ସହ ସାପବିଷହରଣ ପାଇଁ ଇଞ୍ଜେକସନ ଥିବା ନିକଟସ୍ଥ ହସପିଟାଲ ନେଇ ଚିକିତ୍ସା କରାଗଲେ ରୋଗୀଟି ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଜିଵ। ଏଣୁ ସାପକାମୁଡିଥିଵା‌ବ୍ଯକ୍ତିଙ୍କୁଝଡାଫୁଙ୍କାଓ‌ଗୁଣି ଗାରେଡି ଆଶ୍ରୟନେଇ‌ରୋଗୀକୁ‌ମୃତ୍ଯୁମୁଖକୁ‌ଠେଲିନଦେବାକୁ ଜନସାଧାରଣ ଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପିତଳ ସେକ୍ଟରର ୧୧ଟି ଅଙ୍ଗନ ଵାଡିକେନ୍ଦ୍ରର‌କର୍ମୀ‌ସହାୟିକା କିଶୋରୀ, ମହିଳା ଓ ସ୍ଥାନୀୟ ଵହୁଜନ ସାଧାରଣ ଅଂଶ ଗ୍ରହଣ କରିଥିଲେ। ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande