ପ୍ରଧାନ ଶିକ୍ଷୟତ୍ରୀଙ୍କ ପରଲୋକ
ଗଞ୍ଜାମ , 14 ଅଗଷ୍ଟ (ହିସ) -ନିମଖଣ୍ଡି ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ପାଣିଗ୍ରାହୀ (୭୦) ଙ୍କର ଆଜି ସକାଳେ ଶରଧାବାଲି ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ସ୍ଵାମୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ପୁତ୍ର ଅର୍ଥ ପେଡିକପ୍ରଫେସର ଡାକ୍ତର ସମ୍ୱିତ କୁମାର ପଣ୍ଡାଙ୍କ ସମ
ପ୍ରଧାନ ଶିକ୍ଷୟତ୍ରୀଙ୍କ ପରଲୋକ


ଗଞ୍ଜାମ , 14 ଅଗଷ୍ଟ (ହିସ) -ନିମଖଣ୍ଡି ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ପାଣିଗ୍ରାହୀ (୭୦) ଙ୍କର ଆଜି ସକାଳେ ଶରଧାବାଲି ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ

ଶଯ୍ୟା ନିକଟରେ ସ୍ଵାମୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ପୁତ୍ର ଅର୍ଥ ପେଡିକପ୍ରଫେସର ଡାକ୍ତର ସମ୍ୱିତ କୁମାର ପଣ୍ଡାଙ୍କ ସମେତ ବହୁ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ।ମର ଶରୀରକୁ ଅଳକାପୁରି ଶ୍ମଶାନରେ ଶେଷକୃତ୍ୟ ସମାପନ କରାଯାଇଛି। ପ୍ରତିମା ଙ୍କ ପରଲୋକ ରେ ଶରଧାବାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସଚ୍ଚିଦାନନ୍ଦ ନାୟକ ଙ୍କ ସମେତ ଶରଧାବାଲି ଆସୋସିଏସନ୍ ର କର୍ମକର୍ତ୍ତା ମାନେ ପ୍ରତିମା ଙ୍କ ବିୟୋଗରେ ଶୋକ ପ୍ରକାଶ କରି ଆତ୍ମାର ସଦଗତି କାମନା କରିଛନ୍ତି।

ହିନ୍ଦୁ ସ୍ଥାନ ସମାଚାର/ହୃଷିକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande