ଫେରାର ଅଭିଯୁକ୍ତ ଗିରଫ
ଜୟପୁର, ୧୪ ଅଗଷ୍ଟ (ହି.ସ.) - ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡା ଧନେଶ୍ୱର ଖୋସଲା ଏଲିୟସ ଗେଟା । ସୂଚନା ଅନୁଯାଇ କଳାଗୁଡାର ଧନେଶ୍ୱର ଖୋସଲା ନାମରେ ଗତ ୨୦୧୨ ମସିହାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ଫେରାର ଥିବା ବେଳେ ୧୩ ବର
ଫେରାର ଅଭିଯୁକ୍ତ ଗିରଫ


ଜୟପୁର, ୧୪ ଅଗଷ୍ଟ (ହି.ସ.) - ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା କଳାଗୁଡା ଧନେଶ୍ୱର ଖୋସଲା ଏଲିୟସ ଗେଟା । ସୂଚନା ଅନୁଯାଇ କଳାଗୁଡାର ଧନେଶ୍ୱର ଖୋସଲା ନାମରେ ଗତ ୨୦୧୨ ମସିହାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ଫେରାର ଥିବା ବେଳେ ୧୩ ବର୍ଷ ପରେ ଆଜି କଳାଗୁଡାରୁ ଗିରଫ କରି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande