ସଦେଇପାଲି ସାଇଟ କଲେଜ କନଫରେନ୍ସ ହଲ୍ ଠାରେ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମ ଅନୁଷ୍ଠିତ
ବଲାଙ୍ଗୀର, ୧୪ ଅଗଷ୍ଟ(ହି.ସ.) – ଆଜି ଭାରତୀୟ ଜନତା ପାର୍ଟି ତରଫରୁ ସଦେଇପାଲି ସାଇଟ କଲେଜ କନଫରେନ୍ସ ହଲ ଠାରେ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବଲାଙ୍ଗିର ଲୋକ ସଭା ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ. ମଂଚରେ ଉପସ୍ଥିତଜିଲ୍ଲା
ସଦେଇପାଲି ସାଇଟ କଲେଜ କନଫରେନ୍ସ ହଲ ଠାରେ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମ ଅନୁଷ୍ଠିତ


ବଲାଙ୍ଗୀର, ୧୪ ଅଗଷ୍ଟ(ହି.ସ.) – ଆଜି ଭାରତୀୟ ଜନତା ପାର୍ଟି ତରଫରୁ ସଦେଇପାଲି ସାଇଟ କଲେଜ କନଫରେନ୍ସ ହଲ ଠାରେ ବିଭାଜନ ବିଭୀଷିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବଲାଙ୍ଗିର ଲୋକ ସଭା ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ. ମଂଚରେ ଉପସ୍ଥିତଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା. ବିଧାୟକ ପ୍ରାଥୀ ଗୋପାଳଜୀ ପାଣିଗ୍ରାହୀ.ସମାଜସେବୀ ଡ଼. ଶ୍ରୀକର ମିଶ୍ର ପରମା ନନ୍ଦ ମହାରାଜ ଉପସ୍ଥିତ ଥିଲେ.ବିଜେପି ର ଶତାଧିକ ମହିଳା କାର୍ଯ୍ୟକର୍ତା ଓ ବିଜେପି ବରିଷ୍ଟ କାର୍ଯ୍ୟକର୍ତା ଓ ପଦାଧିକାରୀ ମାନେ ଉପସ୍ଥିତ ଥିଲେ.ଏହି କାର୍ଯ୍ୟକ୍ରମ ରେ ନର୍ସିଂ କଲେଜ ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ପ୍ରସଙ୍ଗ ଥିଲା ୧୪ ଅଗଷ୍ଟ ୧୯୪୭ ମସିହାରେ ବିଭାଜନ ବିଭୀଷିକା ସ୍ମୃତିଦିବସ ଆଜି ସାରା ଭାରତରେ ଭାରତୀୟ ଜନତା ପାର୍ଟି ତରଫରୁ ପାଳିତ କରାଯାଇଛି। ଆଜି ବଲାଙ୍ଗୀର ବିଜେପି ତରଫରୁବିଭାଜନ ବିଭୀଷିକା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande