ତାରିଣୀ ପବ୍ଲିକ ସ୍କୁଲ ଦ୍ୱାରା ହର ଘର ତ୍ରିରଙ୍ଗା ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ଘଟଗାଁ ୧୪ ଅଗଷ୍ଟ (ହି ସ )ଘଟଗାଁ ତାରିଣୀ ପୁବ୍ଲିକ ସ୍କୁଲ ର ସହ ସମ୍ପାଦକ ଗୁରୁ ସଞ୍ଜୟ କୁମାର ଦାସ ଙ୍କ ନେତୁତୋ ରେ ପାଳିତ ହୋଇଛି ହର ଘର ତ୍ରିରଙ୍ଗା ଓ ସ୍ୱଚ୍ଛ ଭାରତ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁକୁନ୍ଦପୁର ପାଟଣା ଗ୍ରାମ ପ୍ରଞ୍ଚାୟତ୍ ସମାଜ ସେବୀ ତଥା ମା ତାରିଣୀ ନୃତ୍ୟ ଶିକ୍ଷା କେ
ତାରିଣୀ ପବ୍ଲିକ ସ୍କୁଲ ଦ୍ୱାରା ହର ଘର ତ୍ରିରଙ୍ଗା ଓ ସ୍ୱଚ୍ଛ ଭାରତ କାର୍ଯ୍ୟ କ୍ରମ ନିଆରା ପରମ୍ପରା ରେ ପାଳିତ


ଘଟଗାଁ ୧୪ ଅଗଷ୍ଟ (ହି ସ )ଘଟଗାଁ ତାରିଣୀ ପୁବ୍ଲିକ ସ୍କୁଲ ର ସହ ସମ୍ପାଦକ ଗୁରୁ ସଞ୍ଜୟ କୁମାର ଦାସ ଙ୍କ ନେତୁତୋ ରେ ପାଳିତ ହୋଇଛି ହର ଘର ତ୍ରିରଙ୍ଗା ଓ ସ୍ୱଚ୍ଛ ଭାରତ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁକୁନ୍ଦପୁର ପାଟଣା ଗ୍ରାମ ପ୍ରଞ୍ଚାୟତ୍ ସମାଜ ସେବୀ ତଥା ମା ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ରର ବରିଷ୍ଠ ସଦସ୍ୟ ସଂଜୟ ମିଶ୍ର ଏହି କାର୍ଯ୍ୟ କ୍ରମ ଉଦଘାଟନ କରିଥିଲେ ଏଥିରେ ଘଷିପୁରା ନିର୍ବାଚନ ମଣ୍ଡଳୀ ର ବିଶିଷ୍ଟ ସାହିତିକ ତଥା ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରଧିନିଧୀ ଶମ୍ଭୁନାଥ ରାଉତ ମୁଖ୍ୟ ଅଧିତି ଉପରଢିଆ ଗ୍ରାମ ପ୍ରଞ୍ଚୟତ ର ସରପଞ୍ଚ ରୀମାଲତା ନାୟକ ବିଦ୍ୟାଲୟ ପରିଚାଳନା କମିଟି ସଭାପତି ମହେନ୍ଦ୍ର ପାତ୍ର ଉପଦେଷ୍ଟା କମିଟିର ଅଧ୍ୟକ୍ଷ ସେକ୍ସ୍ ଜମାଳଦିଲି ସମାଜ ସେବୀ ମନୋରଞ୍ଜନ ପଲେଇ ଗୋଲେଖ ବଳ ସମ୍ମାନୀତ ଅଧିତି ଭାବରେ ଯୋଗ ଦେଇଥିଲେ ଏହି କାର୍ଯ୍ୟ କ୍ରମ ରେ ବିଦ୍ୟା ଲୟର ଛାତ୍ର ଛାତ୍ରୀ ମାନେ ରାମ ଲକ୍ଷ୍ମଣ ସୀତା ହନୁମାନ ଙ୍କ ବେଶରେ ଉପସ୍ଥିତ ରହି ଥିଲେ ମା ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର ର ଛାତ୍ରୀ ଶିବାନୀ ପାଣିଗ୍ରାହୀ ଭାରତ ମାତା ଙ୍କ ଭୂମିକାରେ ଅଭିନୟ କରିଥିଲେ କୁନିନୃତ୍ୟ ଶିଳ୍ପୀ ଶାଇସର୍ଥା ବେଜ୍ ନୃତ୍ୟ ପରିବେଷଣ କରି ଦର୍ଶକ ଓ ଅଧୀତି ମାନଙ୍କ ଙ୍କୁ ସଚେତନା ବାର୍ତ୍ତା ବାଣ୍ଟିଥିଲେ ଏହି କାର୍ଯ୍ୟ କ୍ରମ ରେ ମା ତାରିଣୀ ଘଣ୍ଟ ସଙ୍ଘ ର ସଦସ୍ୟ ଇ - ମାକ୍ସ କମ୍ପୁଟର ସେଣ୍ଟର୍ ଶିକ୍ଷକ ଛାତ୍ର ଛାତ୍ରୀ ମା ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର ଘଟଗାଁ ର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ଏହି କାର୍ଯ୍ୟ କ୍ରମରେ ବିଦ୍ୟାଲୟ ର ଅଧ୍ୟକ୍ଷ ଜଗନ୍ନାଥ ସାହା ବଶିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଜୟନ୍ତୀ ସୂତାର ମଧୁସୁଦନ ସାହୁ କିଶ୍ଵର ବାରିକ୍ ସ୍ମୃତି ପଦମା ସେଠୀ ପ୍ରଭାତୀ ପ୍ରାମାଣିକ ଜ୍ୟୋତ୍ସା ବେହେରା ସୁମିତ୍ରା ବେହେରା ବରିଷ୍ଟ ସଦସ୍ୟ ପ୍ରମଦ ଜେନା ନକାଝରି ଗ୍ରାମ ର ଲକ୍ଷ୍ମୀ ପାତ୍ର ସୋମନାଥ ହେମରୁମ୍ ଉପସ୍ଥିତ ରହି ପ୍ରଧମେ ଘଟଗାଁ ଗ୍ରାମ ମା ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର ଠାରୁ ବାଜା ଘଣ୍ଟ ଶଙ୍ଖ ନୃତ୍ୟ ସହ ବାହାରି ବଜାର ମା ଙ୍କ ମନ୍ଦୀର ବ୍ଳକ କାର୍ଯ୍ୟାଳୟ ଦେଇ ଏହି ଯାତ୍ରା ଆସି ଘଟଗାଁ ହନୁମା ମନ୍ଦିର ପାଖରେ ପଞ୍ଚିଥିଲା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଅ ଭିଭାବିକା ମାନଙ୍କ ଦ୍ୱାରା ଏକ ସ୍ୱଚ୍ଚ ଭରତ ଉପରେ ସଚେତନତା ଅଭିଯାନ ନାଟକ ପରିବେଶ କରାଯାଇଥିଲା ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande