ବୟନ ଶିଳ୍ପ ଶ୍ରମିକ ପାଇବେ ଅତିରିକ୍ତ ମଜୁରୀ
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- ବୟନ ଶିଳ୍ପ ଶ୍ରମିକ ପାଇବେ ଅତିରିକ୍ତ ମଜୁରୀ । ପରିଧାନ ଓ ବୈଷୟିକ ବୟନ ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର । ପ୍ରତ୍ୟେକ ମହିଳା ଶ୍ରମିକଙ୍କ ପାଇଁ ମାସିକ ୭ ହଜାର ଟଙ୍କା ଏବଂ
ବୟନ ଶିଳ୍ପ ଶ୍ରମିକ ପାଇବେ     ଅତିରିକ୍ତ ମଜୁରୀ


ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- ବୟନ ଶିଳ୍ପ

ଶ୍ରମିକ ପାଇବେ ଅତିରିକ୍ତ ମଜୁରୀ । ପରିଧାନ ଓ ବୈଷୟିକ ବୟନ ଶିଳ୍ପରେ କାର୍ଯ୍ୟ କରୁଥିବା

ଶ୍ରମିକଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କଲେ ରାଜ୍ୟ ସରକାର । ପ୍ରତ୍ୟେକ ମହିଳା

ଶ୍ରମିକଙ୍କ ପାଇଁ ମାସିକ ୭ ହଜାର ଟଙ୍କା ଏବଂ ପୁରୁଷ ଶ୍ରମିକଙ୍କ ପାଇଁ ମାସିକ ୬ ହଜାର ଟଙ୍କା

ପ୍ରଦାନ କରିବେ ସରକାର । କମ୍ପାନୀ ପ୍ରତିଷ୍ଠା ଠାରୁ ପରବର୍ତ୍ତୀ ୫ ବର୍ଷ ପର୍ଯ୍ୟନ୍ତ ସରକାର

କର୍ମଚାରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ । ଏ ନେଇ ହସ୍ତତନ୍ତ, ବୟନ ଏବଂ

ହସ୍ତଶିଳ୍ପ ବିଭାଗ ରିଶୋଲ୍ୟୁସନ ପ୍ରକାଶ କରି ସୂଚନା ଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande