ଭୁବନେଶ୍ୱର,୧୪ ଅଗଷ୍ଟ(ହି.ସ)- ଅନ୍ୟ ରାଜ୍ୟ ଗୁଡିକରେ ମେଟ୍ରୋ କ୍ଷତିରେ ଚାଲିଛି । ସେଠାକାର ସରକାରଙ୍କୁ ଏହାର କ୍ଷତିଭରଣା କରିବାକୁ ପଡୁଛି। ସେଥିପାଇଁ ଓଡିଶାରେ ମେଟ୍ରୋ ପ୍ରକଳ୍ପ ନେଇ ଦ୍ୱିତୀୟ ବୈଠକରେ ନିଷ୍ପତି ହୋଇଛି। ଏକ କମିଟି ବିଭିନ୍ନ ରାଜ୍ୟକୁ ଯାଇ ମେଟ୍ରୋ ପ୍ରକଳ୍ପକୁ ଅନୁଧ୍ୟାନ କରି ରିପୋର୍ଟ ଦେବେ। ତାକୁ ଅନୁଧ୍ୟାନ କରି ସରକାର ପରବର୍ତୀ ପଦକ୍ଷେପ ନେବେ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା