ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏକାଧିକ ସରପଞ୍ଚ ଓ ସମିତିସଭ୍ୟ ନିଖୋଜ
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏକାଧିକ ସରପଞ୍ଚ ଓ ସମିତିସଭ୍ୟ ନିଖୋଜ । ଧର୍ମଶାଳା ବ୍ଲକ ଅଧକ୍ଷଙ୍କ ବିରୋଧରେ ଅଗଷ୍ଟ ୧୧ ତାରିଖରୁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୩୮ ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ । ଅନାସ୍ଥା ପ୍ରସ୍ତାବ ଆସିଥିବା ଧର୍ମଶାଳା
ଧର୍ମଶାଳା ନିର୍ବାଚନ     ମଣ୍ଡଳୀରେ ଏକାଧିକ ସରପଞ୍ଚ ଓ ସମିତିସଭ୍ୟ ନିଖୋଜ


ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)- ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏକାଧିକ ସରପଞ୍ଚ ଓ

ସମିତିସଭ୍ୟ ନିଖୋଜ । ଧର୍ମଶାଳା ବ୍ଲକ ଅଧକ୍ଷଙ୍କ ବିରୋଧରେ ଅଗଷ୍ଟ ୧୧ ତାରିଖରୁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୩୮

ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ । ଅନାସ୍ଥା ପ୍ରସ୍ତାବ ଆସିଥିବା ଧର୍ମଶାଳା ବ୍ଳକ ଅଧକ୍ଷ

ପ୍ରଭାତ ବଳବନ୍ତରାୟ ହେଉଛନ୍ତି ପୂର୍ବତନ

ବିଧାୟକଙ୍କ ପ୍ରଣବ ବଳବନ୍ତରାୟ ଓରଫ ଜିତୁଙ୍କ ସାନ ଭାଇ। ରାଜନୈତିକ ଛକାପଞ୍ଝା ଭିତରେ ବ୍ଲକର

ଏକାଧିକ ସରପଞ୍ଚ ଓ ସମିତି ସଭ୍ୟ ନିଖୋଜ ଥିବା ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande