ବିଭାଜନ ବିଭୀଷିକା ସ୍ମୃତି ଦିବସରେ ସହିଦମାନଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.) - ବିଭାଜନ ବିଭୀଷିକା ସ୍ମୃତି ଦିବସରେ ସହିଦମାନଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଭାଜନ ବିଭୀଷିକାର ଯନ୍ତ୍ରଣା ଆଜି ମଧ୍ୟ ସତେଜ ରହିଛି। ବିଭାଜ
ବିଭାଜନ ବିଭୀଷିକା ସ୍ମୃତି     ଦିବସରେ ସହିଦମାନଙ୍କୁ ନମନ କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 14 ଅଗଷ୍ଟ (ହି.ସ.)

- ବିଭାଜନ

ବିଭୀଷିକା ସ୍ମୃତି ଦିବସରେ ସହିଦମାନଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଭାଜନ ବିଭୀଷିକାର ଯନ୍ତ୍ରଣା

ଆଜି ମଧ୍ୟ ସତେଜ ରହିଛି। ବିଭାଜନ ବିଭୀଷିକା

ସ୍ମୃତି ଦିବସ ଅବସରରେ ଏହି ସଂଘର୍ଷ ସମୟରେ ବଳିଦାନ ଦେଇଥିବା ଭାରତ ମାତାର ଅଗଣିତ

ସନ୍ତାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande