Bhubaneswar, 15 ଅଗଷ୍ଟ (ହି.ସ.)
ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଆହ୍ୱାନ କ୍ରମେ ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ସ୍ୱୟଂ ସେବକ ରାୟ ଙ୍କ ନେତୃତ୍ୱ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନ୍ତର୍ଗତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି
ଏହି କାର୍ଯ୍ୟକ୍ରମ ରେ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଭାଇନା, ବୁଦ୍ଧେଶ୍ବରୀ ମଣ୍ଡଳ ସଭାପତି ସୁରେଶ ଚନ୍ଦ୍ର ଜେନା ଭାଇ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ ସିଂ ଭାଇ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସଚିକାନ୍ତ ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ନଳିନୀକାନ୍ତ ମହାନ୍ତି, ଶାଶ୍ୱତ ନାୟକ, ଅଶିତ ଚୌଧୁରୀ, ଜିଲ୍ଲା ସମ୍ପାଦକ ଶାନ୍ତନୁ କୁମାର ଦାଶ, ପ୍ରିୟଙ୍କା ଛୋଟରାୟ ଓ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ନୀତେଶ ରଥ, ଜଗବନ୍ଧୁ ସ୍ୱାଇଁ,ଆୟୁଷ୍ମାନ ସାହୁ ଓ ଅନ୍ୟାନ୍ୟ ନେତୃତ୍ୱ ମାନେ ଉପସ୍ଥିତ ଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା