ଜିଲ୍ଲା ସମୀକ୍ଷା ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷା ବଲାଙ୍ଗିର କାର୍ଯ୍ୟାଳୟ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ
ବଲାଙ୍ଗିର, 15 ଅଗଷ୍ଟ (ହି.ସ.) ଜିଲ୍ଲା ସମୀକ୍ଷ ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷା ବଲାଙ୍ଗିର କାର୍ଯ୍ୟାଳୟ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସମୀକ୍ଷା ଅଧିକାରୀ କ୍ଷମାନିଧି ପ୍ରଧାନ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ସମୀକ୍ଷା ଅଧିକ୍ଷକ, ସମୀକ୍ଷକ ତଥା ଅନ୍ୟାନ୍ୟ କର୍
ଜିଲ୍ଲା ସମୀକ୍ଷା ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷା ବଲାଙ୍ଗିର କାର୍ଯ୍ୟାଳୟ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ


ବଲାଙ୍ଗିର, 15 ଅଗଷ୍ଟ (ହି.ସ.)

ଜିଲ୍ଲା ସମୀକ୍ଷ ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷା ବଲାଙ୍ଗିର କାର୍ଯ୍ୟାଳୟ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସମୀକ୍ଷା ଅଧିକାରୀ କ୍ଷମାନିଧି ପ୍ରଧାନ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ସମୀକ୍ଷା ଅଧିକ୍ଷକ, ସମୀକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସମୀକ୍ଷା ଅଧିକାରୀ ଶ୍ରୀ ପ୍ରଧାନ, ସମୀକ୍ଷା ଅଧିକ୍ଷକ ତ୍ରିନାଥ ବିଶ୍ୱାଳ, ସନାତନ ଭୋଇ, ବିଭାଗୀୟ ଅଧିକାରୀ ରୂପେଶ କୁମାର ସାମଲ ଉଦ୍‌ବୋଧନ ଦେଇଥିଲେ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande