ଗଂଜାମ, 15 ଅଗଷ୍ଟ (ହି.ସ.)
ପିତଳ ଶେରଗଡ଼ ଵ୍ଳକର ଘରେ ଘରେ ତ୍ରିରଙ୍ଗା ଭଣ୍ଡୁର ହୋଇଛି। ଏହି ପଞ୍ଚାୟତକୁ ବ୍ଳକରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ତ୍ରରଙ୍ଗା ପତକା ଲୋକଙ୍କୁ ବିତରଣ ପାଇ ଆସିଥିଲେ ମଧ୍ୟ କାହାରିକୁ ପତକା ଦିଆଯାଇନାହିଁ କିମ୍ବା କାହାରି ଘରେ ପତକା ଲାଗି ନାହିଁ। ଏଥିସହ ପ୍ରଦତ୍ତ ଫୋଟରୁ ସ୍ପଷ୍ଟ ସୂଚିତ ହେଉଛି। ତାହା ହେଲେ ପତକା ଯାଇଛି କୁଆଡେ? ଶେରଗଡ଼ ବିଡ଼ିଓ ତଦନ୍ତ କରିବେକି? ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ