ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାରେ ସରକାର ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି ବିଜେଡି
ମୁଖପାତ୍ର ଲେନିନ ମହାନ୍ତି । ପିହୁ,ପରି ଓ ରତ୍ନ ଭଣ୍ଡାର ଭଳି
ଘଟଣା ପରି ଲକ୍ଷ୍ମଣାନନ୍ଦଙ୍କ ଘଟଣାରେ ବି ଭୂଆ ବୁଲାଇଲେ ସରକାର ।
ବିଜେପିର ମୋହନ ସରକାର ଇଲେକ୍ସନ ଷ୍ଟଣ୍ଡର ସରକାର । ଆଜି ଜନ୍ମାଷ୍ଟମୀରେ ବଡ ଠାକୁରଙ୍କ
ପଡ଼ି ଘଟଣାରେ ରିପୋର୍ଟ ପ୍ରକାଶ କରିବା କଥା । ଇଲେକ୍ସନ ପ୍ରଚାର ସମୟରେ ସ୍ବାମୀ ଲକ୍ଷ୍ମଣାନନ୍ଦ
ହତ୍ୟାକାଣ୍ଡ କଥା କହୁଥିଲେ ଏବେ କିନ୍ତୁ କଣ କରୁଛନ୍ତି । ବ୍ୟକ୍ତିଗତ ଫାଇଦା ଓ ପଲିଟିକାଲ
ଫାଇଦା ନେଉଛନ୍ତି ସରକାର । ତାଙ୍କର ଆଉ କିଛି ନାହିଁ । ପିହୁ,ପରି ଓ ରତ୍ନ ଭଣ୍ଡାର ଭଳି ଘଟଣା ପରି ଲକ୍ଷ୍ମଣାନନ୍ଦଙ୍କ ଘଟଣାରେ ବି ଭୂଆ ବୁଲାଇଲେ ସରକାର
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା