ଆଜି ପବିତ୍ର ଜନ୍ମାଷ୍ଟମୀ
ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.) - ଆଜି ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଜି ଜନ୍ମ ଉତ୍ସବ। ଆଜି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବେ । ଏଥିପାଇଁ ମନ୍ଦିର ଗୁଡ଼ିକରେ ବିଶେଷ ପୂଜାନୀତିର ଆୟୋଜନ କରାଯାଉଛି । ଜ
ଆଜି ପବିତ୍ର ଜନ୍ମାଷ୍ଟମୀ


ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)

- ଆଜି ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ

ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଜି ଜନ୍ମ ଉତ୍ସବ। ଆଜି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବେ ।

ଏଥିପାଇଁ ମନ୍ଦିର ଗୁଡ଼ିକରେ ବିଶେଷ ପୂଜାନୀତିର ଆୟୋଜନ କରାଯାଉଛି । ଜନ୍ମାଷ୍ଟମୀ ପାଇଁ ଉତ୍ସବ

ମୁଖର ହୋଇ ଉଠିଛି ଗାଁଠୁ ସହର । ମଠ ମନ୍ଦିର ଓ ଘରଗୁଡ଼ିକରେ ଖୁବ୍ ଧୁମଧାମରରେ ଶ୍ରୀକୃଷ୍ଣଙ୍କ

ଜନ୍ମ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି ହୋଇଛି ।

ଆଜି ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଅନୁଷ୍ଠିତ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande