୭୯ତମ ସ୍ୱାଧୀନତା ଦିବସରେ “ଭଦ୍ରକ ମୁସଲିମ ଜମାତ”ରେ ଜାତୀୟ ପତାକା ଉତୋଳନ
ଭଦ୍ରକ, ୧୬ ଅଗଷ୍ଟ (ହି.ସ.) - ପୁରୁଣାବଜାର ସ୍ଥିତ ମଦିନା ମଇଦାନ ଠାରେ ଭଦ୍ରକ ମୁସଲମ ଜମାତ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଭଦ୍ରକ ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜୀ ସେକ ଏନାମ ମହମ୍ମଦ ପତାକା ଉତୋଳନ କରିଥିଲେ । ମୁସଲିମ ଜମାତର ଉପ ସଭାପତି ମହମ୍ମଦ ଜକାଉ
BHADRAK MUSLIM JAMAT


ଭଦ୍ରକ, ୧୬ ଅଗଷ୍ଟ (ହି.ସ.) - ପୁରୁଣାବଜାର ସ୍ଥିତ ମଦିନା ମଇଦାନ ଠାରେ ଭଦ୍ରକ ମୁସଲମ ଜମାତ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଭଦ୍ରକ ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜୀ ସେକ ଏନାମ ମହମ୍ମଦ ପତାକା ଉତୋଳନ କରିଥିଲେ । ମୁସଲିମ ଜମାତର ଉପ ସଭାପତି ମହମ୍ମଦ ଜକାଉଲ୍ଲା , ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, ସମ୍ପାଦକ, ଏସ.ଏମ. ଫାରୁକ, ହାଜୀ କାସିମ ଖାଁ, ଇଂ. ମନାୱର ହୋସେନ , ଇଂ ରେଜାଏ ରସୁଲ, ଜମିଲ ଅଖତର ଖାନ, ମିର୍ଜା ଏକ୍ରାମ ବେଗ, ଅଖତର ଅଲି ଖାନ , ମିଡିଆ ସେଲ ସଂଯୋଜକ ସେଖ ଅନୱର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande