ଗଞ୍ଜାମ ତା୧୬ଅଗଷ୍ଟ (ହିସ)_ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟରେଆଜିସକାଳେ ଅଗ୍ନିକାଣ୍ଡ ଘଟି କପ୍ଯୁଟରସହିତଵହୁକାଗଜ ପତ୍ରପୋଡି ନଷ୍ଟ ହୋଇ ଥିବା ଜଣାପଡିଛି। ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେନଥିଵାରୁସ୍ଥାନୀୟ ବିଧାୟକ ଦମକଳଵାହିନୀକୁଖଵରଦେଇଥିଲେ। ଅଫିସ ରେତାଲାପଡିଥିଵାରୁଦମକଳ ଵାହିନୀଘଟଣାସ୍ଥଳୁଯାଈବହୁକଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସଟସର୍କୀଟଯୋଗୁଅଗ୍ନିକାଣ୍ଡହୋଇଥିବାଜଣାପଡିଛି।ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ