ମାକ୍ରୋୱେବ ଟେକ୍ନୋଲୋଜିରେ ସ୍ୱାଧିନତା ଦିବସ
ଭଦ୍ରକ, ୧୬ ଅଗଷ୍ଟ (ହି.ସ.) - ଭଦ୍ରକସ୍ଥିତ ମାକ୍ରୋୱେବ ଟେକ୍ନୋଲୋଜି, ଏକ ଅଗ୍ରଣୀ କମ୍ପୁଟର ଶିକ୍ଷା ଏବଂ ଇ-ସେବା ପ୍ରଦାନକାରୀ ସଂସ୍ଥାରେ ୭୯ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଅଛି। ଏଥିରେ ନିର୍ଦ୍ଦେଶିକା ନମ୍ରତା ରାୟ ପତାକା ଉତୋଳନ କରିଥିଲେ । ପରିଚାଳନା ନିର୍ଦ୍ଧେଶକ ମନୋଜ କୁମାର ରାଯଙ୍କ ପ୍ରତ୍ୟକ୍
MACROWEB TECHNOLOGY 15 AUGUST


ଭଦ୍ରକ, ୧୬ ଅଗଷ୍ଟ (ହି.ସ.) - ଭଦ୍ରକସ୍ଥିତ ମାକ୍ରୋୱେବ ଟେକ୍ନୋଲୋଜି, ଏକ ଅଗ୍ରଣୀ କମ୍ପୁଟର ଶିକ୍ଷା ଏବଂ ଇ-ସେବା ପ୍ରଦାନକାରୀ ସଂସ୍ଥାରେ ୭୯ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଅଛି। ଏଥିରେ ନିର୍ଦ୍ଦେଶିକା ନମ୍ରତା ରାୟ ପତାକା ଉତୋଳନ କରିଥିଲେ । ପରିଚାଳନା ନିର୍ଦ୍ଧେଶକ ମନୋଜ କୁମାର ରାଯଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ପ୍ରଦ୍ୟୁମ୍ନ ସାହା, ଶୁଭସ୍ମିତା ମଲ୍ଲିକ, ରଶ୍ମି ରଞ୍ଜନ ବେହେରା, ରୁଦ୍ର ନାରାୟଣ ମହାନ୍ତି, ରଶ୍ମିପ୍ରଭା ରାଉଳ, ମଧୁସ୍ମିତା ନାୟକ, ସଞ୍ଜୟ ସୋରେନ, ରାଜ କିଶୋର ମହାନ୍ତି, ବିକାଶ କୁମାର ଧଳ, ଅର୍ଶଦ ଅଲ୍ଲୀ ଖାନ, ଜ୍ୟୋସ୍ନାରାଣୀ ନାୟକ, ରେବତୀ ବେହେରା, ଶୁଭସ୍ମିତା ସ୍ୱାଇଁ, ସେବାଶ୍ରୀ ସାହୁ, ସୁମନ ପଣ୍ଡା, ତପସ୍ୱିନୀ ସାଏନ୍ତ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ବକ୍ତ୍ରୁତା , ଚିତ୍ରକଳା ପ୍ରଦର୍ଶନ ଆଦି ପରିବେଷଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande