ରାଷ୍ଟ୍ରଦୀପ ପତ୍ରିକାର ଷଷ୍ଠୀ ପୂର୍ତି ସମାରୋହ ରବିବାର, ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.) ରାଷ୍ଟ୍ରୀୟ ବିଚାରରେ ଓତୋପ୍ରତ ଏକ ମାତ୍ର ଓଡିଆ ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର ଷଷ୍ଠୀପୂର୍ତି ସମାରୋପ କାର୍ଯକ୍ରମ ରବିବାର ଦିନ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଷ୍ଟ୍ରଦୀପ ପତ୍ରିକାର     ଷଷ୍ଠୀ ପୂର୍ତି ସମାରୋହ ରବିବାର, ଯୋଗ ଦେବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 16 ଅଗଷ୍ଟ

(ହି.ସ.) ରାଷ୍ଟ୍ରୀୟ ବିଚାରରେ ଓତୋପ୍ରତ ଏକ ମାତ୍ର ଓଡିଆ ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର

ଷଷ୍ଠୀପୂର୍ତି ସମାରୋପ କାର୍ଯକ୍ରମ ରବିବାର ଦିନ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ

। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ବରିଷ୍ଠ ଲେଖକ ଓ ଚିନ୍ତକ

ରାମ ମାଧବ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ । ବରିଷ୍ଠ ଅଧିବକ୍ତା ଓ ରାଷ୍ଟ୍ରଦୀପର ସଭାପତି ଅନୂପ କୁମାର ବୋଷ ଏହି

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande