ତାରିଣୀ ପବ୍ଲିକ ସ୍କୁଲ ଦ୍ୱାରା ନନ୍ଦ ଉତ୍ସବ ବହୁ ଆଡମ୍ବରରେ ପାଳିତ
ଘଟଗାଁ, ୧୬ ଅଗଷ୍ଟ (ହିସ) - ଆଜି ଘଟଗାଁ ସ୍ଥିତ ତାରିଣୀ ପବ୍ଲିକ ସ୍କୁଲ ପରିସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବହୁ ଆଡମ୍ବର ରେ ପାଳିତ ହୋଇଛି ନନ୍ଦ ଉତ୍ସବ ଏଥିରେ ବିଦ୍ୟା ର ସମସ୍ତ ଛାତ୍ରଛାତ୍ରୀ ମାନେ ରାଧା କ୍ରୀଷ୍ଣା ଙ୍କ ବେଶ ରେ ସଯହୋଇ ଥିଲେ ପ୍ରଧମେ ବିଦ୍ୟା ଲୟ ଇଷ୍ଠ ଦେବୀ ମା ତାରିଣୀଙ୍କ ପ
ତାରିଣି ପବ୍ଲିକ ସ୍କୁଲ ରେ ନନ୍ଦ ଉତ୍ସବ ପାଳିତ


ଘଟଗାଁ, ୧୬ ଅଗଷ୍ଟ (ହିସ) - ଆଜି ଘଟଗାଁ ସ୍ଥିତ ତାରିଣୀ ପବ୍ଲିକ ସ୍କୁଲ ପରିସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବହୁ ଆଡମ୍ବର ରେ ପାଳିତ ହୋଇଛି ନନ୍ଦ ଉତ୍ସବ ଏଥିରେ ବିଦ୍ୟା ର ସମସ୍ତ ଛାତ୍ରଛାତ୍ରୀ ମାନେ ରାଧା କ୍ରୀଷ୍ଣା ଙ୍କ ବେଶ ରେ ସଯହୋଇ ଥିଲେ ପ୍ରଧମେ ବିଦ୍ୟା ଲୟ ଇଷ୍ଠ ଦେବୀ ମା ତାରିଣୀଙ୍କ ପାଖରେ ପୂଜକ ବଲ୍ଲା ନାନାଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରା ଯାଇ ରାଧା କ୍ରୀଷ୍ଣା ବେଶ ରେ ଅବସ୍ଥିତ ଥିବା ଛାତ୍ର ଛାତ୍ରୀ ମାଙ୍କୁ ସୁସଜ୍ଜିତ ମଣ୍ଡପରେ ତିଆରି କରାଯାଇଥିବା ଦୋଳିରେ ଝୁଲା ଯାଇଥିଲା ପରେ ନାକଝରି ଗ୍ରାମ ପରିକ୍ରମା କରାଯାଇଥିଲା ଏଥିରେ ବିଦ୍ୟା ଲୟ ପରିଚାଳନା କମିଟି ର ସହ ସମ୍ପାଦକ ଗୁରୁ ସଞ୍ଜୟ କୁମାର ଦାସ ଙ୍କ ନେତ୍ରୁତୋରେ ଏହି ନନ୍ଦ ଉତ୍ସବ ଅନୁଷ୍ଠିତ ହେଉଥିଲା ଏହି କାର୍ଯ୍ୟକ୍ରମରେ ବିଦ୍ୟା ଲୟ ଅଧ୍ୟକ୍ଷ ଜଗନ୍ନାଥ ସାହା ବଶିଷ୍ଠ ଶିକ୍ଷକ ମଧୁସୁଦନ ସାହୁ କିଶ୍ୱର ବାରିକ ଶିକ୍ଷୟତ୍ରୀ ଜୟନ୍ତୀ ସୂତାର ସ୍ମୃତି ପଦାମା ସେଠୀ ପ୍ରଭାତୀ ପ୍ରାମାଣିକ ଜ୍ୟୋସ୍ନା ରାଣୀ ବେହେରା ସୁମିତ୍ରା ବେହେରା ନମିତା ପାତ୍ର ସୋମନାଥ ହେମୃମୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande