ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.)- ନବୀନ ନିବାସରେ
ବଡ଼ ବୈଠକ ବସିଛି । ଜିଲ୍ଲା ସଭାପତି , ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡ଼କାଯାଇଛି । ସୁଦାମ ମାରାଣ୍ଡି, ଅମର ପଟ୍ଟନାୟକ, ରୋହିତ ଜୋଶେଫ
ତିର୍କି, ପ୍ରଫୁଲ ସାମଲ, ଜଗନ୍ନାଥ ସାରକା, ସାଲୁଗା ପ୍ରଧାନଙ୍କ ସହ ଅନ୍ୟ କିଛି ନେତା ଉପସ୍ଥିତ ଅଛନ୍ତି । ସଂଗଠନର ସ୍ଥିତି ବାବଦରେ
ଦଳର ସୁପ୍ରିମୋଙ୍କ ସହ ହେବ ଆଲୋଚନା। ମୁମ୍ବାଇରୁ ସୁସ୍ଥ ହୋଇ ଫେରିବା ପରେ ନବୀନ ନିବାସରେ ବସିଛି ବୈଠକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା