ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ କମିଶନ କାମ କରୁଛି- ମନମୋହନ ସାମଲ
ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.) - ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରାଯିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହତ୍ୟାକାରୀଙ୍କୁ ଧରିବା ପାଇଁ କମିଶନ କାମ କରୁଥିବା ସେ କହିଛନ୍ତି। ଯେଉଁ କମିଶନ ବସିଥିଲା ତାହା
ସ୍ବାମୀ ଲକ୍ଷ୍ମଣାନନ୍ଦ     ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ କମିଶନ କାମ କରୁଛି- ମନମୋହନ ସାମଲ


ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.)

- ସ୍ବାମୀ

ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀଙ୍କୁ ଧରାଯିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି

ରାଜ୍ୟ ସଭାପତି ମନମୋହନ ସାମଲ । ହତ୍ୟାକାରୀଙ୍କୁ ଧରିବା ପାଇଁ କମିଶନ କାମ କରୁଥିବା ସେ କହିଛନ୍ତି।

ଯେଉଁ କମିଶନ ବସିଥିଲା ତାହା ଷ୍ଟବୁଲ୍ ହୋଇନଥିଲା। ଏବେ ତର୍ଜମା କରାଯାଉଛି। ଆଇନ ବିଭାଗ, ଆଇନ ବିଶାରଦ ମାନେ

ତର୍ଜମା କରୁଛି । ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ। ଯେଉଁମାନେ ଏଥିରେ ସଂପୃକ୍ତ

ଅଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ସେ ଦିଗରେ ପରାମର୍ଶ

ନିଆଯାଉଛି। । କଂଗ୍ରେସ ମଧ୍ୟ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ଫାଇଲ ଖୋଲିବାକୁ ଚାହୁଁଥିବା ପ୍ରଶ୍ନର

ଜବାବରେ କହିଛନ୍ତି କଂଗ୍ରେସ କଣ ଡିମାଣ୍ଡ କରୁଛି ବଡ କଥା ନୁହେଁ ବିଜେପି ଯାହା ସଂକଳ୍ପ ନେଇଛି

ସେୟା କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande