ଗଂଜାମ, 17 ଅଗଷ୍ଟ (ହି.ସ.)
ଗଞ୍ଜାମ ଜିଲା ଶେରଗଡ଼ ହସ୍ପିଟାଲ ରୋଡରେସକାଳେ ନୀଳାଞ୍ଚଳ ମିଶ୍ର(୬୦) ବୃଦ୍ଧଙ୍କୁ ତାଙ୍କ ପଡୋଶୀ ରଞ୍ଜନ ପଣ୍ଡା ଜଣେ ବ୍ୟକ୍ତି ଛୁରାମାଡରେ ଗୁରୁତର ଆକ୍ରମଣ କରିବାପରେ ଶେରଗଡ଼ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଵ୍ରହ୍ମପୁର ଵଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି। ଛୁରାମାଡର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଶେରଗଡ଼ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ