ରାଷ୍ଟ୍ରଦୀପ ପତ୍ରିକାର ଷଷ୍ଠୀ (୬୦) ପୂର୍ତି ସମାରୋହ ଆଜି , ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.) ରାଷ୍ଟ୍ରୀୟ ବିଚାରରେ ଓତୋପ୍ରତ ଏକ ମାତ୍ର ଓଡିଆ ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର ଷଷ୍ଠୀପୂର୍ତି ସମାରୋ କାର୍ଯକ୍ରମ ରବିବାର ଦିନ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
ରାଷ୍ଟ୍ରଦୀପ ପତ୍ରିକାର ଷଷ୍ଠୀ (୬୦) ପୂର୍ତି ସମାରୋହ ଆଜି , ଯୋଗ ଦେବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.) ରାଷ୍ଟ୍ରୀୟ ବିଚାରରେ ଓତୋପ୍ରତ ଏକ ମାତ୍ର ଓଡିଆ ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର ଷଷ୍ଠୀପୂର୍ତି ସମାରୋ କାର୍ଯକ୍ରମ ରବିବାର ଦିନ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ବରିଷ୍ଠ ଲେଖକ ଓ ଚିନ୍ତକ ରାମ ମାଧବ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ । ବରିଷ୍ଠ ଅଧିବକ୍ତା ଓ ରାଷ୍ଟ୍ରଦୀପର ସଭାପତି ଅନୂପ କୁମାର ବୋଷ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande