ଶ୍ରୀ ସତ୍ୟସାଇ ସେବା ସମିତିରେ ଜନ୍ମାଷ୍ଟମୀ ଉତ୍ସବ ପାଳନ
କେନ୍ଦ୍ରାପଡ଼ା, ୧୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ମୀରପାଟଣା ସ୍ଥିତ ଶ୍ରୀସତ୍ୟସାଇସେବା ସମିତିରେ ଜନ୍ମାଷ୍ଠମୀ ଉତ୍ସବ ପାଳନ କରାଯାଇଅଛି । ପ୍ରାତଃରୁ ନଗରକୀର୍ତନ ପରେ ଷୋଢ଼ଶ ଉପଚାର ପୂଜନ ଓ କୃଦାଙ୍କ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା । ଦୋଳିରେ ଗୋପାଳଙ୍କୁ ଝୁଲଣ କରାଯାଇଥିଲା । ଶ୍ରୀ ସତ୍ୟସାଇ ବାବଙ୍କର
ଶ୍ରୀ ସତ୍ୟସାଇ ସେବା ସମିତିରେ ଜନ୍ମାଷ୍ଟମୀ ଉତ୍ସବ ପାଳନ


କେନ୍ଦ୍ରାପଡ଼ା, ୧୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ମୀରପାଟଣା ସ୍ଥିତ ଶ୍ରୀସତ୍ୟସାଇସେବା ସମିତିରେ ଜନ୍ମାଷ୍ଠମୀ ଉତ୍ସବ ପାଳନ କରାଯାଇଅଛି । ପ୍ରାତଃରୁ ନଗରକୀର୍ତନ ପରେ ଷୋଢ଼ଶ ଉପଚାର ପୂଜନ ଓ କୃଦାଙ୍କ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା । ଦୋଳିରେ ଗୋପାଳଙ୍କୁ ଝୁଲଣ କରାଯାଇଥିଲା । ଶ୍ରୀ ସତ୍ୟସାଇ ବାବଙ୍କର ୧୦୦ତମ ଜନ୍ମଦିନ ଉତ୍ସବଉପଲକ୍ଷେ ୧୦୦ଗୋଟି ଭଜନ ଗାନକରାଯାଇଥିଲା । ଶେଷରେ ଆରତୀ ପ୍ରଦାନ କରାଯାଇ, ପ୍ରସାଦ ସେବନ କରାଯାଇଥିଲା । ଆବାହକ ରାଜକିିଶୋର ମିଶ୍ର ସଂଯୋଜନା କରିଥରଲେ ସମସ୍ତ ସାଇ ଶ୍ରଦ୍ଦାଳୁ ଭାଇଭଉଣୀ ଉପସ୍ଥିତ ରହି ଭଗବାନଙ୍କ କୃପାଲାଭ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande