ତାଲା ବନ୍ଦ ଘରୁ ଚୋରୀ
ବାରିପଦା, 17 ଅଗଷ୍ଟ (ହି.ସ.)- ବାରିପଦାର ତୁଳସୀଚୌରା ଅଞ୍ଚଳରେ ତାଳାବନ୍ଦ ଘରୁ ଚୋରି କରିଛନ୍ତି। ଏନେଇ ଅନୀଲ କୁମାର ଆଚାର୍ଯ୍ୟ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ବାଙ୍ଗାଲୋର ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି। ତାଲାବନ୍ଦ ଘରେ ଦୁର୍ବୁତ୍
ତାଲା ବନ୍ଦ ଘରୁ ଚୋରୀ


ବାରିପଦା, 17 ଅଗଷ୍ଟ (ହି.ସ.)- ବାରିପଦାର ତୁଳସୀଚୌରା ଅଞ୍ଚଳରେ ତାଳାବନ୍ଦ ଘରୁ ଚୋରି କରିଛନ୍ତି। ଏନେଇ ଅନୀଲ କୁମାର ଆଚାର୍ଯ୍ୟ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ବାଙ୍ଗାଲୋର ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି। ତାଲାବନ୍ଦ ଘରେ ଦୁର୍ବୁତ୍ତ ମାନେ ପଶି କଳା କନା ବୁଲାଇଥିଲେ। ଲାପଟପ ଓ ଅନ୍ୟ ଆସବାବ ସାମଗ୍ରୀ ଚୋରି କରିଛନ୍ତି। ଏ ବାବଦରେ ସେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande