'ବହ୍ନି କନ୍ୟା' ପାର୍ବତୀ ଗିରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)- ''ବହ୍ନି କନ୍ୟା'' ପାର୍ବତୀ ଗିରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା ଅମର ସହୀଦ ଯିଏ ନିଜର ସଂପୂ
'ବହ୍ନି କନ୍ୟା'   ପାର୍ବତୀ ଗିରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ     ମହାଲିଙ୍ଗ


ଭୁବନେଶ୍ୱର, 17 ଅଗଷ୍ଟ (ହି.ସ.)- 'ବହ୍ନି କନ୍ୟା' ପାର୍ବତୀ ଗିରୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଭାରତଛାଡ଼ ଆନ୍ଦୋଳନରେ

ସାମିଲ ହୋଇଥିବା ଅମର ସହୀଦ ଯିଏ ନିଜର ସଂପୂର୍ଣ୍ଣ ଜୀବନକୁ ନାରୀ ସଶକ୍ତିକରଣ ତଥା ଗରିବ ଏବଂ

ଦଳିତ ମାନଙ୍କ କଲ୍ୟାଣ ନିମନ୍ତେ ସମର୍ପିତ କରିଥିଲେ ସେହି ମହାନ ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ

ତଥା 'ବହ୍ନି କନ୍ୟା' ପାର୍ବତୀ ଗିରୀଙ୍କ ପୁଣ୍ୟତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande