ଧନନ୍ତର ପୂର୍ବତନ ସରପଞ୍ଚଙ୍କୁ ଗୁଳିମାଡ଼ ଘଟଣାରେ ୬ ଗିରଫ
ଗଞାମ, ୨ ଅଗଷ୍ଟ (ହି.ସ.)- ଗତ ୨୫ ତାରିଖ ସନ୍ଧ୍ୟାରେ ଧନନ୍ତର ପୂର୍ବତନ ସରପଞ୍ଚ ନିରଞ୍ଜନ ଜେନାଙ୍କୁ ଗୁଳିମାଡ଼ କରିଥିବା ଘଟଣାରେ ଶେରଗଡ଼ ପୁଲିସ ‌୬ ଜଣ‌ ସୁପାରୀ କିଲରଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୭ଟି ପିସ୍ତଲ, ୪୦ ରାଉଣ୍ଡ ଗୁଳି, ୭ଟି ମାଗାଜିନ୍, ୭ଟି ମୋବାଇଲ୍ ଗୋଟିଏ ବାଇକ ଜବତ କରିଛି। ଏହି
ଧନନ୍ତର ପୂର୍ବତନ ସରପଞ୍ଚଙ୍କୁ ଗୁଳିମାଡ଼ ଘଟଣାରେ ୬ ଗିରଫ


ଗଞାମ, ୨ ଅଗଷ୍ଟ (ହି.ସ.)-

ଗତ ୨୫ ତାରିଖ ସନ୍ଧ୍ୟାରେ ଧନନ୍ତର ପୂର୍ବତନ ସରପଞ୍ଚ ନିରଞ୍ଜନ ଜେନାଙ୍କୁ ଗୁଳିମାଡ଼ କରିଥିବା ଘଟଣାରେ ଶେରଗଡ଼ ପୁଲିସ ‌୬ ଜଣ‌ ସୁପାରୀ କିଲରଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୭ଟି ପିସ୍ତଲ, ୪୦ ରାଉଣ୍ଡ ଗୁଳି, ୭ଟି ମାଗାଜିନ୍, ୭ଟି ମୋବାଇଲ୍ ଗୋଟିଏ ବାଇକ ଜବତ କରିଛି। ଏହି ହତ୍ଯାକାଣ୍ଡ ଘଟାଇବା ପାଇଁ ୪୦ ଲକ୍ଷ ଟଙ୍କା ଡିଲ‌ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସହ ଆଉ କାହାର ସଂପୃକ୍ତି ରହିଛି ତଥା ସୁପାରିଦାତାକୁ ପୁଲିସ ଖୋଜୁଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande