ପିଏମ କିଷାନ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦୁଝର, ୨ ଅଗଷ୍ଟ (ହି.ସ.) - ଆଜି ସ୍ଥାନୀୟ ଜୁଡ଼ିଆ ଫାର୍ମ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ପିଏମ୍ କିଶାନ ଯୋଜନାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ପ୍ରଧାନମନ୍ତ୍ରୀ ୨୦ ତମ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ଲାଭାର୍ôଥଙ୍କୁ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଅନୁଷ୍ଠ
ପିଏମ କିଷାନ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ


କେନ୍ଦୁଝର, ୨ ଅଗଷ୍ଟ (ହି.ସ.) - ଆଜି ସ୍ଥାନୀୟ ଜୁଡ଼ିଆ ଫାର୍ମ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ପିଏମ୍ କିଶାନ ଯୋଜନାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ପ୍ରଧାନମନ୍ତ୍ରୀ ୨୦ ତମ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ଲାଭାର୍ôଥଙ୍କୁ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ଲାଭାର୍ଥୀଙ୍କୁ କିସ୍ତି ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ ଯୋଗ ଦେଇ ଥିଲା ବେଳେ ଜିଲ୍ଲାପାଳ ବିଶାଲ ସିଂହ ଅନ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା କୃଷି ଅଧିକାରୀ। ଉକ୍ତ କାର୍ଯ୍ୟକ୍ରମରେ ବହୁ ଲାଭାର୍ôଥ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande