ଜମି କିଣା ପ୍ରସଙ୍ଗକୁ ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ
ଭୁବନେଶ୍ୱର, 2 ଅଗଷ୍ଟ (ହି.ସ.) - ଜମି କିଣା ପ୍ରସଙ୍ଗକୁ ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ । ସାମ୍ବାଦିକ ସମିଳନୀରେ କଂଗ୍ରେସ ନେତା କହିଛନ୍ତି 2024 ନିର୍ବାଚନରେ ମନ୍ତ୍ରୀ ମିଥ୍ୟ ସତ୍ୟପାଠ ପ୍ରଦାନ କରିଛନ୍ତି ତେଣୁ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍
ଜମି କିଣା ପ୍ରସଙ୍ଗକୁ ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଟାର୍ଗେଟ କଲା କଂଗ୍ରେସ


ଭୁବନେଶ୍ୱର, 2 ଅଗଷ୍ଟ (ହି.ସ.)

- ଜମି କିଣା ପ୍ରସଙ୍ଗକୁ ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଟାର୍ଗେଟ କଲା

କଂଗ୍ରେସ । ସାମ୍ବାଦିକ ସମିଳନୀରେ କଂଗ୍ରେସ ନେତା କହିଛନ୍ତି 2024 ନିର୍ବାଚନରେ ମନ୍ତ୍ରୀ ମିଥ୍ୟ ସତ୍ୟପାଠ ପ୍ରଦାନ କରିଛନ୍ତି ତେଣୁ

ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ । ଯଦି ମନ୍ତ୍ରୀ ଜମି କିଣିବାକୁ 25 ଲକ୍ଷ ଆଗ୍ରୀମ ଦେଇଛନ୍ତି ତେବେ ଜମିର ମୂଲ୍ୟ କେତେ ଟଙ୍କା ହେବ ,ମନ୍ତ୍ରୀ ଏହି ଟଙ୍କା କଥା ସତ୍ୟପାଠରେ କାହିଁକି ଅବଗତ କରାଇନଥିଲେ ବୋଲି ପ୍ରଶ୍ନ କରିଛି

କଂଗ୍ରେସ । ତେଣୁ ମନ୍ତ୍ରୀ ତୁରନ୍ତ ଇସ୍ତାଫା ଦିଅନ୍ତୁ । ନଚେତ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ

ଉକ୍ତ ମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande