ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ରାଜ୍ୟର ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ମିଳିବ। ଅନୁଦାନପ୍ରାପ୍ତ, ବ୍ଲକଗ୍ରାଂଟ ହାଇସ୍କୁଲ ସହ ସଂସ୍କୃତ ଟିଓଏଲ ସ୍କୁଲରେ ନିଯୁକ୍ତି ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖି ଜଣାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭା
ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ


ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ରାଜ୍ୟର ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ମିଳିବ। ଅନୁଦାନପ୍ରାପ୍ତ, ବ୍ଲକଗ୍ରାଂଟ ହାଇସ୍କୁଲ ସହ ସଂସ୍କୃତ ଟିଓଏଲ ସ୍କୁଲରେ ନିଯୁକ୍ତି ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖି ଜଣାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ନୂଆ ଟିଜିଟି ନିଯୁକ୍ତ ହେବା ଯାଏଁ ଅବସରପ୍ରାପ୍ତ ଶିକ୍ଷକ ପାଠ ପଢ଼ାଇବେ। ନିଜ ଅଂଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଡିଇଓ ଅବଗତ କରିବେ। ଖାଲି ପଦବୀରେ ଟିଜିଟି ନିଯୁକ୍ତ ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande