ରାଷ୍ଟ୍ରୀୟ ସଭାପତି ଘୋଷଣା ପରେ ଓଡ଼ିଶା ଟିମ୍ ଘୋଷଣା - ମନମୋହନ ସାମଲ
ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ବିଜେପି ରାଷ୍ଟ୍ରୀୟ ସଭାପତି ଘୋଷଣା ପରେ ଓଡ଼ିଶା ଟିମ୍ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ଆମେ ଏକ ରାଷ୍ଟ୍ରୀୟ ଦଳ, ଏହା ହେଉଛି ଆମର ସାମ୍ବିଧାନିକ ବ୍ୟବସ୍ଥା। ତାପରେ ଚୂଡାନ୍ତ ହେବ ନିଗମ ବୋର୍ଡ । ଖୁବ ଶୀଘ୍ର ଠିକ ସମୟ
ରାଷ୍ଟ୍ରୀୟ ସଭାପତି ଘୋଷଣା ପରେ ଓଡ଼ିଶା ଟିମ୍ ଘୋଷଣା - ମନମୋହନ ସାମଲ


ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ବିଜେପି ରାଷ୍ଟ୍ରୀୟ ସଭାପତି ଘୋଷଣା ପରେ ଓଡ଼ିଶା ଟିମ୍ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ ଆମେ ଏକ ରାଷ୍ଟ୍ରୀୟ ଦଳ, ଏହା ହେଉଛି ଆମର ସାମ୍ବିଧାନିକ ବ୍ୟବସ୍ଥା। ତାପରେ ଚୂଡାନ୍ତ ହେବ ନିଗମ ବୋର୍ଡ । ଖୁବ ଶୀଘ୍ର ଠିକ ସମୟରେ ଘୋଷଣା ହେବ। କେବେ କେନ୍ଦ୍ରୀୟ ସଭାପତି ନିର୍ବାଚନ ସରିବ ପ୍ରଶ୍ନରେ କହିଲେ ଡେଡ୍‌ଲାଇନ ନାହିଁ ବୋଲି କହିଛନ୍ତି ମନମୋହନ ସାମଲ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande