ଭୁବନେଶ୍ୱର, 2 ଅଗଷ୍ଟ (ହି.ସ.)- ପିଙ୍ଗଳି ଭେଙ୍କୟାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱତନ୍ତ୍ରତା, ସ୍ୱାଭିମାନ ଏବଂ ରାଷ୍ଟ୍ରୀୟ ଏକତାର ପ୍ରତୀକ ତ୍ରିରଙ୍ଗା ପତାକାର ଜନକ
ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ପିଙ୍ଗଳି ଭେଙ୍କୟାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା